ଆପଲ ମଖାନା ସ୍ମୁଦି
ଆବଶ୍ୟକୀୟ ସାମଗ୍ରୀ
- 10-15 ଟି ଭାଜିଥିବା ମଖାନାs
- 1/2 ଛୋଟ କଟୋରୀ ଚିନାବାଦାମ
- 2 ଗୁଜୁରାତି (ଇଲାଇଚି)
- 3/4 ଟି କଟା ବାଦାମ
- 1 ଚାମଚ ଭିଜାଇ ଥିବା ଚିଆ ମଞ୍ଜି
- 1 ମଧ୍ୟମ ଆକାରର କଟା ସେଓ
- ଅଧା କଟା କଦଳୀ
- 1 କପ୍ କ୍ଷୀର
ପୌଷ୍ଟିକ ମୂଲ୍ୟ:
ଶକ୍ତି: 120 କିଲୋକ୍ୟାଲୋରୀ
ପ୍ରୋଟିନ: 15 ଗ୍ରାମ
ପ୍ରଦ୍ଧତି:
- ଚିଆ ମଞ୍ଜି ବ୍ୟତୀତ ଅନ୍ୟ ସମସ୍ତ ଉପାଦାନକୁ ଗୋଟିଏ ପରେ ଗୋଟିଏ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସ୍ମୁଦି ପ୍ରସ୍ତୁତ ହେବା ପରେ ଏଥିରେ ଚିଆ ମଞ୍ଜି ପକାଇ ଦିଅନ୍ତୁ।
- ଆପଣଙ୍କ ସୁସ୍ଥ ଏବଂ ସ୍ୱାଦିଷ୍ଟ ଆପଲ ମଖାନା ସ୍ମୁଦି ପ୍ରସ୍ତୁତ ଅଛି, ନ ଛାଣିକି ପିଅନ୍ତୁ ।