Humrahi

ଆପଲ ମଖାନା ସ୍ମୁଦି

ଆବଶ୍ୟକୀୟ ସାମଗ୍ରୀ

  • 10-15 ଟି ଭାଜିଥିବା ମଖାନାs
  • 1/2 ଛୋଟ କଟୋରୀ ଚିନାବାଦାମ
  • 2 ଗୁଜୁରାତି (ଇଲାଇଚି)
  • 3/4 ଟି କଟା ବାଦାମ
  • 1 ଚାମଚ ଭିଜାଇ ଥିବା ଚିଆ ମଞ୍ଜି
  • 1 ମଧ୍ୟମ ଆକାରର କଟା ସେଓ
  • ଅଧା କଟା କଦଳୀ
  • 1 କପ୍ କ୍ଷୀର

ପୌଷ୍ଟିକ ମୂଲ୍ୟ:

ଶକ୍ତି: 120 କିଲୋକ୍ୟାଲୋରୀ
ପ୍ରୋଟିନ: 15 ଗ୍ରାମ

ପ୍ରଦ୍ଧତି:

  • ଚିଆ ମଞ୍ଜି ବ୍ୟତୀତ ଅନ୍ୟ ସମସ୍ତ ଉପାଦାନକୁ ଗୋଟିଏ ପରେ ଗୋଟିଏ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସ୍ମୁଦି ପ୍ରସ୍ତୁତ ହେବା ପରେ ଏଥିରେ ଚିଆ ମଞ୍ଜି ପକାଇ ଦିଅନ୍ତୁ।
  • ଆପଣଙ୍କ ସୁସ୍ଥ ଏବଂ ସ୍ୱାଦିଷ୍ଟ ଆପଲ ମଖାନା ସ୍ମୁଦି ପ୍ରସ୍ତୁତ ଅଛି, ନ ଛାଣିକି ପିଅନ୍ତୁ ।

You might also like