ବେଲ୍ ପିପର୍ କଟେଜ୍ ପନିର ଡିପ୍
ଆବଶ୍ୟକୀୟ ସାମଗ୍ରୀ
କଟେଜ୍ ପନିର – 150 ଗ୍ରାମ
ଲାଲ ବେଲ୍ ପିପର୍ - 1 ମଧ୍ୟମଧରଣର
2 ଟି ଗୋଟା ରସୁଣ
ଲୁଣ – ସ୍ୱାଦ ଅନୁସାରେ
ଲଙ୍କା ଗୁଣ୍ଡ - ସ୍ୱାଦ ପାଇଁ
ତେଲ – 2 ଚାମଚ
ପୌଷ୍ଟିକ ମୂଲ୍ୟ:
ଶକ୍ତି: 604 କିଲୋକ୍ୟାଲୋରୀs
ପ୍ରୋଟିନ୍: 30.45 ଗ୍ରାମ
ପ୍ରଦ୍ଧତି:
- ରସୁଣ ଓ ବେଲ୍ ପିପର୍ କୁ ଭାଜିବା ରାକରେ ଭାଜି ଅଳ୍ପ ତେଲ ପକାଇ ଦିଅନ୍ତୁ।
- ଏହାପରେ ଫୁଡ୍ ପ୍ରୋସେସର ବ୍ୟବହାର କରି ପନିର, ଭଜା ରସୁଣ, ଭାଜିଥିବା ବେଲ୍ ପିପର୍, ଲୁଣ ଓ ଲାଲ ଲଙ୍କା ଗୁଣ୍ଡକୁ ମିଶାଇ ସ୍ୱାଦ ଅନୁଯାୟୀ ଏକ ସ୍ମୁଥ ପେଷ୍ଟ ପ୍ରସ୍ତୁତ କରନ୍ତୁ।
- ଏକ ଗଭୀର ପାତ୍ରରେ ସର୍ଭ କରି ଗୋଟେ ଚାମଚ ତେଲ ଓ ଲାଲ ଲଙ୍କା ରେ ସଜାଇ ଦିଅନ୍ତୁ