ଆପଲ କର୍ଡ ସ୍ମୁଦି
ଆବଶ୍ୟକୀୟ ସାମଗ୍ରୀ
- ଖଣ୍ଡ ସେଓ
- 1/2 କପ୍ ଦହିs
- 1 ଚାମଚ ଚିଆ ମଞ୍ଜି
ପୌଷ୍ଟିକ ମୂଲ୍ୟ:
ଶକ୍ତି: 125 କିଲୋକ୍ୟାଲୋରୀ
ପ୍ରୋଟିନ୍: 2 ଗ୍ରାମ
ପ୍ରଦ୍ଧତି:
- 1/4 କପ୍ ପାଣିରେ 1/2 ଚାମଚ ଚିଆ ମଞ୍ଜି ଭିଜାଇ ରଖନ୍ତୁ। ଏହାକୁ ରାତିସାରା ରଖନ୍ତୁ।
- ଏକ ସାଧାରଣ ଆକାରର ସେଓ ନେଇ ଏହାକୁ ଭଲ ଭାବରେ ଚୋପା ଛଡାନ୍ତୁ ଏବଂ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ
- ଫୁଡ୍ ପ୍ରୋସେସରରେ ଦହି, କଟା ସେଓ ଓ ବରଫ ମିଶାନ୍ତୁ
- ଏହାକୁ ଭଲ ଭାବରେ ମିଶାଇ ଏକ ପାତ୍ରରେ ପକାଇ ରାତିସାରା ଭିଜାଇ ଥିବା ଚିଆ ମଞ୍ଜି (1/2 ଚାମଚ) ମିଶାଇ ଦିଅନ୍ତୁ
- ଥଣ୍ଡା ହେବାର ମଜା ନିଅନ୍ତୁ।