ଦହି ଫଳ ସାଲାଡ୍
ଆବଶ୍ୟକୀୟ ସାମଗ୍ରୀ
- 1 କଟା ସେଓ
- 1 କପ୍ ଡାଳିମ୍ବ
- 1 କପ୍ କଟା ଅମୃତଭଣ୍ଡା
- 1 ଚାମଚ ଭାଜା କଦଳୀ ମଞ୍ଜି
- 1 ଚାମଚ ଭଜା ସୂର୍ଯ୍ୟମୁଖୀ ମଞ୍ଜି
- 200 ମିଲି ଦହି
ପୌଷ୍ଟିକ ମୂଲ୍ୟ:
ଶକ୍ତି: 200 କିଲୋକ୍ୟାଲୋରୀ
ପ୍ରୋଟିନ୍: 5.93 ଗ୍ରାମ
ପ୍ରଦ୍ଧତି:
- ଏକ ପାତ୍ରରେ ଦହି ଏବଂ ସମସ୍ତ କଟା ଫଳ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ।
- ଏଥିରେ 1 ଚାମଚ ଭାଜା ମଞ୍ଜି ପକାଇ ପୁଣି ଭଲ ଭାବେ ମିଶାଇ ଦିଅନ୍ତୁ।
- ପ୍ରସ୍ତୁତ ହୋଇଛି ଆପଣଙ୍କ ସ୍ୱାଦିଷ୍ଟ ଫଳ ଦହି ସାଲାଡ୍