Humrahi

ସୁସ୍ଥ ଖାଦ୍ୟ ଏବଂ ରକ୍ତଚାପ ମଧ୍ୟରେ ସମ୍ପର୍କ

ସୁସ୍ଥ ଖାଦ୍ୟ ମଧୁମେହ, ହୃଦରୋଗ, ଷ୍ଟ୍ରୋକ୍ ଏବଂ ରକ୍ତଚାପ ସମେତ ଅଣସଂକ୍ରାମକ ରୋଗ ଏନସିଡି(NCDs), ରୁ ରକ୍ଷା କରିବାରେ ସାହାଯ୍ୟ କରେ।.

ଖାଇବାକୁ ଥିବା ଖାଦ୍ୟ

ଫଳ

  • କଦଳୀ
  • ବ୍ଲୁବେରି ଓ ଷ୍ଟ୍ରବେରୀ
  • ତରଭୁଜ
  • କିୱି
  • ଡାଳିମ୍ବ
  • କମଳା ଭଳି ଲେମ୍ବୁ ଫଳ

ପନିପରିବା

  • ବିଟରୁଟ
  • ସବୁଜ ପନିପରିବା
  • ରସୁଣ

ଅନ୍ୟାନ୍ୟ

  • ଡାର୍କ ଚକୋଲେଟ୍
  • ଦହି

ଏଥିରୁ ଦୂରେଇ ରହିବା ପାଇଁ ଖାଦ୍ୟ

  • ସାଚୁରେଟେଡ୍ ଏବଂ ଟ୍ରାନ୍ସ ଫ୍ୟାଟ୍
  • ଆଲକୋହଲିକ୍ ପାନୀୟ
  • ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ
  • ଚର୍ବିଯୁକ୍ତ ଖାଦ୍ୟ

ସନ୍ଦର୍ଭ:

  1. American Heart Association. “Managing Blood Pressure with a Heart-Healthy Diet.” heart.org, 2016, www.heart.org/en/health-topics/high-blood-pressure/changes-you-can-make-to-manage-high-blood-pressure/managing-blood-pressure-with-a-heart-healthy-diet