ସେଓ ଆମ୍ବ ସାଲସା
ଆବଶ୍ୟକୀୟ ସାମଗ୍ରୀ
କଟା ହୋଇଥିବା ସେଓ: 236 ଗ୍ରାମ
କଟା ହୋଇଥିବା ଆମ୍ବ: 165 ଗ୍ରାମ
ମକା: 164 ଗ୍ରାମ
ଲାଲ ଗୋଲମରିଚ: 90 ଗ୍ରାମ
ପିଆଜ: 75 ଗ୍ରାମ
Jalapeno: 15 ଗ୍ରାମ
ଧନିଆ ପତ୍ର: 4 ଗ୍ରାମ
ଲେମ୍ବୁ ରସ: 28.7 ଗ୍ରାମ
ମହୁ: 14.2 ଗ୍ରାମ
ଲୁଣ [ସ୍ୱାଦ ଅନୁସାରେ]
ପୌଷ୍ଟିକ ମୂଲ୍ୟ:
ଶକ୍ତି: 507 କିଲୋ କ୍ୟାଲୋରୀ
ପ୍ରୋଟିନ୍: 10.9 ଗ୍ରାମ
ପ୍ରଦ୍ଧତି:
- ମକାକୁ ସିଝାଇ ଗୋଟିଏ ପଟେ ରଖନ୍ତୁ।
- ଏକ ବଡ଼ ପାତ୍ରରେ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
- 30 ମିନିଟ୍ କିମ୍ବା ସାରା ରାତି ଫ୍ରିଜ୍ ରେ ରଖନ୍ତୁ।
- ପରିବେଷଣ କରିବା ପୂର୍ବରୁ ଶୀଘ୍ର ହଲାଇ ଦିଅନ୍ତୁ।