ସତୂ ଚିଆ ପାନୀୟ
ଆବଶ୍ୟକୀୟ ସାମଗ୍ରୀ
- 15-20 ଗ୍ରାମ ସତୂ ଅଟା
- 4-8 ଟି ପୁଦିନା ପତ୍ର
- 1/2 ଲେମ୍ବୁ
- 250 ମିଲିଲିଟର ପାଣି
ପୌଷ୍ଟିକ ମୂଲ୍ୟ:
ଶକ୍ତି: 196 କିଲୋକ୍ୟାଲୋରୀ
ପ୍ରୋଟିନ୍: 8 ଗ୍ରାମ
ପ୍ରଦ୍ଧତି:
- ସାତୁ ଆଟା ନେଇ ୨୫୦-୩୦୦ ମିଲିଲିଟର ପାଣିରେ ମିଶାଇ ଦିଅନ୍ତୁ
- ସେଥିରେ ଲେମ୍ବୁ ପକାଇ ସେଥିରେ କଟା ପୁଦିନା ପତ୍ର ମିଶାଇ ଦିଅନ୍ତୁ।
- ସାତୁ ପାନୀୟର ମଜା ନିଅନ୍ତୁ